@sushreebaisakhi-sahoo

SushreeBaisakhi Sahoo
Literary Captain
AUTHOR OF THE YEAR 2021 - NOMINEE

36
Posts
3
Followers
2
Following

ମୁଁ କବି,ଲେଖିକା କି ସାହିତ୍ୟିକା ନୁହେଁ,ମୁଁ କେବଳ ମୋ ଶବ୍ଦ ମାନଙ୍କରେ ଅନୁଭବ, ଅନୁଭୂତି ଆଉ ଅଭିଜ୍ଞତାର ରଙ୍ଗ ଭରୁଥିବା ଏକ ନିରବ ପ୍ରେମିକା । ❤

Share with friends

अपने सपनो केलिए , हिम्मत मत छोड़ना , खुद पर विश्वास रखना , दूसोरो को साहारा नही लेना , अपनो से लड़ना पड़ेगा , अपना पदचिन्ह खुद बनाना , फिर आपको मंजिल जरूर मिलेगा ।।

जो कहना था तुमको वो लेख कर मिटा देती हूं , कभी सोचता हूं अपना हाल बताने को , तुम्हारी दिए हुए हर जख्म तुम्हे देखाने को , पर फिर खुद को खुद ही समझ देता हूं , किनुकी कोई फरक नहीं पड़ेगा ; इसलिए दर्द छुपा देती हूं ।

Brothers are like Father because they guide, advice, teach..... Brothers are like Best friend who more fights but more caring & understanding also...... Brothers are like Super hero because I feel safe & comfortable with him ...... HAPPY BROTHER'S DAY

ମନର ଭାଷାକୁ ଲେଖେ କଗଜ କାଳିରେ ଦୁନିଆଁ ପଢଇ ଯାହା କବିତା ଆକାରେ ।। କବିଟିଏ ନହୋଇ ବି ଲେଖେ ମୁଁ କବିତା କଲମ ବି ବୁଝିପାରେ ମୋ, ନିରବତା ।।

କେମିତି ମୁଁ ବୁଝେଇବି ମନର ଭାଷାକୁ ଛାତି ତଳେ ଲୁଚିଥିବା ଅସରା କୋହକୁ ।। ଭାବନା କୁ ବୁଝେଇବି କେମିତି ଶବ୍ଦରେ ଭାବନାର ରୂପ କିବା ଆଙ୍କି ହୋଇ ପାରେ ।। ମନ କଥା ଲୁଚି ଅଛି ମୋ ଆଖି ଧାରେ ଆଖି ଦେଖି ବୁଝିବାକୁ ଚେଷ୍ଟା କର ଥରେ ।।

ଯନ୍ତ୍ରଣା - ଏହା ଏମିତି ଗୋଟିଏ ଜିନିଷ,କେତେବେଳେ କାହାକୁ କବି ସଜାଏ ତ କେତେବେଳେ କାହାକୁ ପାଠକ, ସତରେ ବହୁତ ଅଭୁତ ନା ଏସବୁ !

ଯନ୍ତ୍ରଣା - ଏହା ଏମିତି ଗୋଟିଏ ଜିନିଷ,କେତେବେଳେ କାହାକୁ କବି ସଜାଏ ତ କେତେବେଳେ କାହାକୁ ପାଠକ, ସତରେ ବହୁତ ଅଭୁତ ନା ଏସବୁ !

ଏକୁଟିଆ ଚାଲିବା ଟିକେ କଷ୍ଟକର ହୁଏ;କିନ୍ତୁ ସେଇ ଏକଲାପଣ ଯାବତୀୟ ଭୟକୁ ସବୁ ଦିନ ପାଇଁ ଶେଷ କରିଦିଏ।

ହଁ ମୁଁ ଭୁଲ ତ କରିଛି । ତୁମର ସବୁ ନାଟକକୁ ସତ ଭାବିବାର ଭୁଲ , ତୁମର ମିଛ ଲୁହ ଦେଖି ନିଜ ଖୁସିକୁ ଭୁଲିବାର ଭୁଲ , ତୁମ ପ୍ରତାରଣାରେ ନିଜ ପାଇଁ ପ୍ରେମ ଖୋଜିବର ଭୁଲ, ହଁ ମୁଁ ଭୁଲ ତ କରିଛି!


Feed

Library

Write

Notification
Profile