STORYMIRROR
ହଁ ମୁଁ ଭୁଲ ତ...
ହଁ ମୁଁ ଭୁଲ ତ...
ହଁ ମୁଁ ଭୁଲ...
“
ହଁ ମୁଁ ଭୁଲ ତ କରିଛି ।
ତୁମର ସବୁ ନାଟକକୁ ସତ ଭାବିବାର ଭୁଲ ,
ତୁମର ମିଛ ଲୁହ ଦେଖି ନିଜ ଖୁସିକୁ ଭୁଲିବାର ଭୁଲ ,
ତୁମ ପ୍ରତାରଣାରେ ନିଜ ପାଇଁ ପ୍ରେମ ଖୋଜିବର ଭୁଲ,
ହଁ ମୁଁ ଭୁଲ ତ କରିଛି!
”
357
More oriya quote from SushreeBaisakhi Sahoo
Download StoryMirror App