STORYMIRROR

...

କେବଳ ତୁମେ ହିଁ ତୁମେ ବହିଯାଇଥିବା ନଈର ଜଳ ତୁମେ ବିତିଯାଇଥିବା ସମୟର ସ୍ରୋତ, ଆଉ ହଜିଯାଇଥିବା ସମ୍ପର୍କର ଅନ୍ଯନାମ ବି ତୁମେ ସମୁଦ୍ରର ଅଗଭୀର ପ୍ରଦେଶର ଶାନ୍ତି, ତ କେବେ ତୀଖ୍ଣ ଝରଣାର ଶୀତଳ କାନ୍ତି ତୁମେ କେବଳ ତୁମେ ହିଁ ତୁମେ । ସବୁଠି ତୁମେ, ଆଉ ତୁମ ଅନୁପସ୍ଥିତିରେ ଉପସ୍ଥିତିର ଭାବ। -

By Barsha Swain
 255


More oriya quote from Barsha Swain
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments