STORYMIRROR
କେବେ...
କେବେ ଶୁଣିଛ କି...
କେବେ ଶୁଣିଛ...
“
କେବେ ଶୁଣିଛ କି ସର୍ପ ଦଂଶନେ
ଚନ୍ଦନ ହାରିଛି ଗୁଣ,
କେବେ ଦେଖିଛ କି ବସନ୍ତ ପ୍ରବେଶେ
ଉଜୁଡିଛି ଏଠି ବଣ ।।
କ୍ଷଣ କୁ କ୍ଷଣ ଯେ ବଦଳାଏ ରୂପ
ଜଗତରେ କେହି ନାହିଁ,
ତୁମେ ଦେଖିଥିବ ବଦଳେ ମଣିଷ
କାମନାର ପୂର୍ତ୍ତି ପାଇଁ ।।
Rinku 💕 Priya
”
211
More oriya quote from Priyabrata Mohanty
Download StoryMirror App