STORYMIRROR
କେବେ...
କେବେ କେବେ ମଣିଷ...
କେବେ କେବେ...
“
କେବେ କେବେ ମଣିଷ ଚିହ୍ନିବାରେ ଭୁଲ୍ ହେଇଯାଏ। ସତ-ମିଛ ର ମାୟାଜାଲରେ ଛନ୍ଦି ହୋଇ ମରିଚିକା କୁ ପାଣି ଭାବି ଦଉଡ଼ି ଯାଏ,ଭୁଲି ଯାଏ ମରୁଭୂମି ରେ ପାଣି ଦୁର୍ଲ୍ଲଭ।
ଏବେ ତ ପାଣି ଦେଖିଲେ ବି ଭୟ ଲାଗେ ପୁଣି ପରିହାସିତ ହେବାର।
-ସୁଚରିତା
”
143
More oriya quote from Sucharita Parida
Download StoryMirror App