Sucharita Parida
Literary Captain
11
लेखन
52
फोल्लोवेर्स
3
फॉलोविंग

I'm Sucharita and I love to read StoryMirror contents.

मित्रांशी सामायिक करा

କେବେ କେବେ ମଣିଷ ଚିହ୍ନିବାରେ ଭୁଲ୍ ହେଇଯାଏ। ସତ-ମିଛ ର ମାୟାଜାଲରେ ଛନ୍ଦି ହୋଇ ମରିଚିକା କୁ ପାଣି ଭାବି ଦଉଡ଼ି ଯାଏ,ଭୁଲି ଯାଏ ମରୁଭୂମି ରେ ପାଣି ଦୁର୍ଲ୍ଲଭ। ଏବେ ତ ପାଣି ଦେଖିଲେ ବି ଭୟ ଲାଗେ ପୁଣି ପରିହାସିତ ହେବାର। -ସୁଚରିତା

ଅବୁଝା ନା ତୁ ସେଦିନ ବୁଝିଥିଲୁ, ନା ଆଜି; ଫରକ୍ ଏତିକି ସେଦିନ ଚୁପ୍ ଥିଲି, ଆଉ ଏବେ ମୁଁ ରାଜି। ତୁ ବୁଝ୍ କି ନ ବୁଝ୍, ମୁଁ ତ ଏମିତି; କାହା ପାଇଁ ବୋଝ, ପୁଣି କାହା ପାଇଁ ସମ୍ପତ୍ତି। Sucharita parida

ତୁମ ଜୀବନ ର ନାଟକ ରେ ଭୂମିକାଟଏ ନ ମିଳୁ ପଛେ, ସଂଳାପ ରଚନାରେ ବିନ୍ଦୁ ଟିଏ ହେବାରେ ମୋ ସୌଭାଗ୍ଯ।


फीड

लाइब्रेरी

लिहा

सूचना
प्रोफाइल