STORYMIRROR

କେବେ କେବେ...

କେବେ କେବେ ମଣିଷ ଚିହ୍ନିବାରେ ଭୁଲ୍ ହେଇଯାଏ। ସତ-ମିଛ ର ମାୟାଜାଲରେ ଛନ୍ଦି ହୋଇ ମରିଚିକା କୁ ପାଣି ଭାବି ଦଉଡ଼ି ଯାଏ,ଭୁଲି ଯାଏ ମରୁଭୂମି ରେ ପାଣି ଦୁର୍ଲ୍ଲଭ। ଏବେ ତ ପାଣି ଦେଖିଲେ ବି ଭୟ ଲାଗେ ପୁଣି ପରିହାସିତ ହେବାର। -ସୁଚରିତା

By Sucharita Parida
 143


More oriya quote from Sucharita Parida
0 Likes   0 Comments
1 Likes   0 Comments
1 Likes   0 Comments