STORYMIRROR

କେବେ ଆମେ...

କେବେ ଆମେ ବୁଝିନାହୁଁ ତାର ଦୁଃଖ ଶୁଣିନାହୁଁ ତା' ହୃଦ କାହାଣୀ କେବେ ଆମେ ଦେଖିନାହୁଁ ହସିବାର ଅଫେରା ସେ ବିକଳ ଚାହାଣୀ । କେବେ ଆମେ ପଚାରିନୁ କଥା ତାର ଏବେ ସିଏ କେମିତି ବଞ୍ଚିଛି ଲୁହର ନଈରେ ଭାସି ବନାନୀ ମୋ ଯାତନାର ଜୀବନ ଚାଖୁଛି । @ଚିନ୍ମୟ ବେହେରା

By Chinmay Behera
 183


More oriya quote from Chinmay Behera
0 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments