STORYMIRROR

କଦମ୍ବ ମୂଳରେ...

କଦମ୍ବ ମୂଳରେ ବିରହିଣୀ ରାଧା ଝୁରଇ କାହ୍ନୁର ସ୍ମୃତି, କେମିତି ବୁଝିବ ହଟିଆ କହ୍ନେଇଁ ରାଧାର ଶାଶ୍ଵତ ପ୍ରୀତି, ବାହୁନି ବିକଳେ ଅତି ଆଉ ଥରେ ଡାକ ହେ ମୋହନ ବଂଶୀ ତ୍ରିଭଙ୍ଗୀ ଠାଣୀରେ ଆସି।

By Pranati Mahapatra
 35


More oriya quote from Pranati Mahapatra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments