STORYMIRROR

  କବିଟିଏ ସେ...

  କବିଟିଏ ସେ କବିଟିଏ କବି ତ ନୁହଁ ହାଣ୍ଡିଶାଳର କୋବିଟିଏ ଭାବନା କୁ ତା'ର ଖଣ୍ଡ ଖଣ୍ଡ କରି ହାଣ୍ଡିରେ ପଡ଼ୁଥିବା ପରିବାଟିଏ କବିଟିଏ ସେ କବିଟିଏ ଉତୁରୁ ଥିବା ପୋଡ଼ା କ୍ଷୀର ଟିଏ ପୋଡ଼ା କ୍ଷୀର ରେ ବି ମହକାଉଥିବା ପାଠକ ପାଇଁ ସେ କୃଷ୍ଣଚୂଡ଼ା ଟିଏ

By Bandita Mohanty
 27


More oriya quote from Bandita Mohanty
1 Likes   0 Comments
8 Likes   0 Comments
3 Likes   0 Comments