STORYMIRROR

  କବିଟିଏ ସେ...

“   କବିଟିଏ ସେ କବିଟିଏ କବି ତ ନୁହଁ ହାଣ୍ଡିଶାଳର କୋବିଟିଏ ଭାବନା କୁ ତା'ର ଖଣ୍ଡ ଖଣ୍ଡ କରି ହାଣ୍ଡିରେ ପଡ଼ୁଥିବା ପରିବାଟିଏ କବିଟିଏ ସେ କବିଟିଏ ଉତୁରୁ ଥିବା ପୋଡ଼ା କ୍ଷୀର ଟିଏ ପୋଡ଼ା କ୍ଷୀର ରେ ବି ମହକାଉଥିବା ପାଠକ ପାଇଁ ସେ କୃଷ୍ଣଚୂଡ଼ା ଟିଏ ”

By Bandita Mohanty
 31


More oriya quote from Bandita Mohanty
1 Likes   0 Comments
8 Likes   0 Comments
3 Likes   0 Comments