None
Share with friends
କବିଟିଏ ସେ କବିଟିଏ କବି ତ ନୁହଁ ହାଣ୍ଡିଶାଳର କୋବିଟିଏ ଭାବନା କୁ ତା'ର ଖଣ୍ଡ ଖଣ୍ଡ କରି ହାଣ୍ଡିରେ ପଡ଼ୁଥିବା ପରିବାଟିଏ କବିଟିଏ ସେ କବିଟିଏ ଉତୁରୁ ଥିବା ପୋଡ଼ା କ୍ଷୀର ଟିଏ ପୋଡ଼ା କ୍ଷୀର ରେ ବି ମହକାଉଥିବା ପାଠକ ପାଇଁ ସେ କୃଷ୍ଣଚୂଡ଼ା ଟିଏ
ରକଟା ଅନ୍ନ ଭୁଞ୍ଜି ମହାବାହୁ ଅଇରି ହସ୍ତୁ ମାନ ରକ୍ଷା କଲ ଜପ ଧ୍ୟାନ ଅର୍ଘ୍ୟ ଅର୍ଚ୍ଚନା ଭଜନେ ଶ୍ରୀ ଚୈତନ୍ୟଙ୍କୁ ଯେଣୁ ପ୍ରେରିତ କଲ...!! ଉଦବିଗ୍ନ ଆଜ ତନୁ ମନ ପ୍ରାଣ ଲଙ୍ଘିତ ହେଲା ହେ କଳା ବଦନ ଅବ୍ୟକ୍ତ ଅସ୍ପଷ୍ଟ ଅନିର୍ବିବାଦ୍ୟ ଠାକୁର ଦର୍ଶନ ଦେଇ ପରିତୃପ୍ତି ପ୍ରଦାନ କର...!!