STORYMIRROR
କାକରର...
କାକରର ପଣତରେ ତୁମେ...
କାକରର ପଣତରେ...
“
କାକରର ପଣତରେ ତୁମେ ସିନା
ଚେତନାର ଚିତ୍ର
ହୃଦୟର ବର୍ଣ୍ଣାଳିରେ ଖୋଜୁଥାଅ
ମନ ମାନଚିତ୍ର ।
ଚିହ୍ନା ଚିହ୍ନା ଆଖିତଳେ ତୁମେ ପରା
ସ୍ମୃତିର ଆବେଗ
ମୁହଁ ସଂଜ ଅନ୍ଧାରରେ ଛାଡ଼ିଯାଅ
କେତେ କେତେ ଦାଗ ।
@ଚିନ୍ମୟ
”
55
More oriya quote from Chinmay Behera
Download StoryMirror App