STORYMIRROR
କାହାକୁ...
କାହାକୁ...
କାହାକୁ...
“
କାହାକୁ କହିବି
କେମିତି କହିବି
ଦୁଃଖ ମୋର ଅଟେ
ସାରା ଜୀବନକୁ
ସୁଖର ନାହିଁତ ଆୟୁଷ
ସବୁ ସ୍ମୃତି ଆଜି ଚିତ୍ରପଟେ ଦିଶେ
ତାହାର ଅଧିକ ବୟସ .....
©ସୋନାଲି ସ୍ବପ୍ନା ପାତ୍ର
”
46
More oriya quote from Sonali Swapna Patra
Download StoryMirror App