@sonali-swapna-patra

Sonali Swapna Patra
Literary Colonel
43
Posts
1
Followers
0
Following

କିଛି ହସ😊 କିଛି ଲୁହ😥 ସବୁକୁ ଜୀବନ୍ତ କରିପାରେ ମୋ ଏକ ମାତ୍ର ବନ୍ଧୁ କଲମ✍️

Share with friends

କିଛି ଅବ୍ୟକ୍ତ କୋହକୁ ଲୁହ ସାଗରରେ ଭାସେଇଦେବା ଶ୍ରେୟସ୍କର ହୋଇଥାଏ । #ନୀରବ_କୋହ ©® ସୋନାଲି ସ୍ବପ୍ନା ପାତ୍ର

ମିଛ ଦୁନିଆରେ ଅନେକ ଚିହ୍ନା ମୁହଁ ଅଛନ୍ତି,କିନ୍ତୁ କେବଳ ମାଆ ହିଁ ଗୋଟିଏ ବ୍ୟକ୍ତି ଯିଏକି ପିଲାକୁ ଜନ୍ମ ପୂର୍ବରୁ ଭଲ ପାଇଥାଏ ଆଉ ସାରା ଜୀବନ ହୃଦୟରେ ସାଇତି ରଖିଥାଏ । ©ସୋନାଲି ସ୍ବପ୍ନା ପାତ୍ର

କାହାକୁ କହିବି କେମିତି କହିବି ଦୁଃଖ ମୋର ଅଟେ ସାରା ଜୀବନକୁ ସୁଖର ନାହିଁତ ଆୟୁଷ ସବୁ ସ୍ମୃତି ଆଜି ଚିତ୍ରପଟେ ଦିଶେ ତାହାର ଅଧିକ ବୟସ ..... ©ସୋନାଲି ସ୍ବପ୍ନା ପାତ୍ର

ଲୁହକୁ ଘୃଣା କରୁଥିବା ବ୍ୟକ୍ତି ଆଜି ଲୁହକୁ ଢ଼ୋକି ଶିଖୁଛି, ଆଉ ତୁମ ପ୍ରତିଟି କଥାରେ ନିଜକୁ ପଥର ସଜେଇ ତୁମ ପାଖେ ହାରି ସାରିଛି । ©S.S.Patra

ଦୁଃଖକୁ ଲୁଚାଇବାକୁ ହେଲେ ପ୍ରଥମେ ହସିବାର ବାହାନା ଲୋଡା ହୋଇଥାଏ 😕 @s.s.patra


Feed

Library

Write

Notification
Profile