ମିଛ ଦୁନିଆରେ ଅନେକ ଚିହ୍ନା ମୁହଁ ଅଛନ୍ତି,କିନ୍ତୁ କେବଳ ମାଆ ହିଁ ଗୋଟିଏ ବ୍ୟକ୍ତି ଯିଏକି ପିଲାକୁ ଜନ୍ମ ପୂର୍ବରୁ ଭଲ ପାଇଥାଏ ଆଉ ସାରା ଜୀବନ ହୃଦୟରେ ସାଇତି ରଖିଥାଏ । ©ସୋନାଲି ସ୍ବପ୍ନା ପାତ୍ର
କାହାକୁ କହିବି କେମିତି କହିବି ଦୁଃଖ ମୋର ଅଟେ ସାରା ଜୀବନକୁ ସୁଖର ନାହିଁତ ଆୟୁଷ ସବୁ ସ୍ମୃତି ଆଜି ଚିତ୍ରପଟେ ଦିଶେ ତାହାର ଅଧିକ ବୟସ ..... ©ସୋନାଲି ସ୍ବପ୍ନା ପାତ୍ର
ଲୁହକୁ ଘୃଣା କରୁଥିବା ବ୍ୟକ୍ତି ଆଜି ଲୁହକୁ ଢ଼ୋକି ଶିଖୁଛି, ଆଉ ତୁମ ପ୍ରତିଟି କଥାରେ ନିଜକୁ ପଥର ସଜେଇ ତୁମ ପାଖେ ହାରି ସାରିଛି । ©S.S.Patra