STORYMIRROR

କାହା ପାଈଁ...

କାହା ପାଈଁ ଲେଖିବି ମୁଁ ଆଉ... ଏ ଲେଖା ସବୁ ପଢିବାକୁ, ମୋ ପାଖରେ ତୁ ଯଦି ନାହୁଁ... ଥାଉ ସେ ଡାଏରି, ଆଉ, ଥାଉ ସେଇ କଲମ ସେମିତି... ପୁଣି ଲେଖିବି କେବେ, ଯଦି ଫେରିଆସୁ... ଦିନେପୁଣି ଫେରିଥିଲୁ ଯେମିତି...

By JITENDRA KUMAR PANDA
 23


More oriya quote from JITENDRA KUMAR PANDA
0 Likes   0 Comments