I'm JITENDRA KUMAR and I love to read StoryMirror contents.
କାହା ପାଈଁ ଲେଖିବି ମୁଁ ଆଉ... ଏ ଲେଖା ସବୁ ପଢିବାକୁ, ମୋ ପାଖରେ ତୁ ଯଦି ନାହୁଁ... ଥାଉ ସେ ଡାଏରି, ଆଉ, ଥାଉ ସେଇ କଲମ ସେମିତି... ପୁଣି ଲେଖିବି କେବେ, ଯଦି ଫେରିଆସୁ... ଦିନେପୁଣି ଫେରିଥିଲୁ ଯେମିତି...