STORYMIRROR

ଜଣେ ମୋତେ...

ଜଣେ ମୋତେ ସାହାଯ୍ୟ କଲେ ମୁଁ ସାହାଯ୍ୟ କରିବି ଏହି ମନବୃତ୍ତି କେବେ ରଖ ନାହିଁ.. ଜଣକୁ ସାହାଯ୍ୟ କରି ତାଠାରୁ ସାହାଯ୍ୟ ଆଶା କରାଯାଏନା... ଜୀବନର ପ୍ରତି ମୁହୂର୍ତ୍ତ ରେ ଅନ୍ୟ ମାନଙ୍କୁ ସାହାଯ୍ୟ କରିଚାଲ ବନ୍ଧୁ... ଜୀବନ ର ପଥ ଅନେକ ଦୂର..

By Monalisa priyadarsini Nanda
 268


More oriya quote from Monalisa priyadarsini Nanda
1 Likes   0 Comments
2 Likes   0 Comments