@monalisa-priyadarsini-nanda

Monalisa priyadarsini Nanda
Literary Colonel
AUTHOR OF THE YEAR 2019 - NOMINEE

20
Posts
91
Followers
1
Following

ମୁଁ ଜଣେ ଶିକ୍ଷୟିତ୍ରୀ. ମୋତେ ଗଳ୍ପ ଓ କବିତା ଲେଖିବାକୁ ଓ ପଢିବାକୁ ଭଲ ଲାଗେ.

Share with friends

ପ୍ରତି ମୁହୂର୍ତ୍ତ ରେ ଯିଏ ତୁମକୁ କଷ୍ଟ ଦେଉଛି ତାକୁ..ଧନ୍ୟବାଦ ଦିଅ କି କଷ୍ଟ ର ସ୍ୱାଦ ଜୀବନରେ ତୁମେ ପାଇପାରିଲ କେବଳ ତା ପାଇଁ

ଜଣେ ମୋତେ ସାହାଯ୍ୟ କଲେ ମୁଁ ସାହାଯ୍ୟ କରିବି ଏହି ମନବୃତ୍ତି କେବେ ରଖ ନାହିଁ.. ଜଣକୁ ସାହାଯ୍ୟ କରି ତାଠାରୁ ସାହାଯ୍ୟ ଆଶା କରାଯାଏନା... ଜୀବନର ପ୍ରତି ମୁହୂର୍ତ୍ତ ରେ ଅନ୍ୟ ମାନଙ୍କୁ ସାହାଯ୍ୟ କରିଚାଲ ବନ୍ଧୁ... ଜୀବନ ର ପଥ ଅନେକ ଦୂର..


Feed

Library

Write

Notification
Profile