STORYMIRROR

ଜଳୁଛି ବନାନୀ...

ଜଳୁଛି ବନାନୀ ଏଠି ଜଳୁଛି ତା ହାଡ଼ ଓ ମାଉଁସ ତା'ସାଥେ ଜଳେ ଜୀବନ ଜୀଇଁବାର ଅମୋଘ ବିଶ୍ୱାସ । ଆସ ଭାଇ ବନ୍ଧୁ ଆମେ ପୋଛିଦେବା ତା' ଆଖିର ଲୁହ ଚେନାଏ ସପନ ତୋଳି ସଜେଇବା ବନାନୀର ଦେହ ।

By Chinmay Behera
 294


More oriya quote from Chinmay Behera
0 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments