STORYMIRROR
ଜଳୁଛି...
ଜଳୁଛି ବନାନୀ ଏଠି ...
ଜଳୁଛି ବନାନୀ...
“
ଜଳୁଛି ବନାନୀ ଏଠି ଜଳୁଛି ତା ହାଡ଼ ଓ ମାଉଁସ
ତା'ସାଥେ ଜଳେ ଜୀବନ
ଜୀଇଁବାର ଅମୋଘ ବିଶ୍ୱାସ ।
ଆସ ଭାଇ ବନ୍ଧୁ ଆମେ
ପୋଛିଦେବା ତା' ଆଖିର ଲୁହ
ଚେନାଏ ସପନ ତୋଳି
ସଜେଇବା ବନାନୀର ଦେହ ।
”
294
More oriya quote from Chinmay Behera
Download StoryMirror App