STORYMIRROR

"ଜୀବନ୍ତ...

“ "ଜୀବନ୍ତ ଅନୁଭୁତି କୁ ଆଜି ଅଙ୍ଗେ ଲିଭେଇଲି ସେ ଯେବେ ମୋ ହାତରୁ ବିସ୍କୁଟ ନେଲା ମୁଁ ଡରି ଡରି ଦଉଥିଲି କିନ୍ତୁ ସେ ଚାରି ଜଣ ଥିଲେ ସତ ତିନି ଜଣ ଆସିଲେ ବିସ୍କୁଟ ନେଇ ଯେବେ ସେମାନେ ଖାଇଲେ ମୁଁ ମୋ ଗନ୍ତବ୍ୟ ପଥରେ ବାହାରି ଗଲି , ସତରେ ହୃଦୟରୁ ମୁଁ ଆନନ୍ଦିତ ହେଲି , ମଣିଷ ନହୋଇ ପଶୁ ହେଲେ କଣ ହେଲା ସେ ପରା ସ୍ନେହ ବୋଳା ପରସ କୁ ବୁଝିଲା ଯାହା ମୁଁ ଏ ସ୍ୱାର୍ଥପର ମଣିଷ ଭିତରେ ଖୋଜୁଥିଲି ।।" _____ରେଖା____ ”

By Rekharani Sahu
 55


More oriya quote from Rekharani Sahu
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments