STORYMIRROR
ଜୀବନରେ ଦୁଇଟି...
ଜୀବନରେ ଦୁଇଟି...
ଜୀବନରେ...
“
ଜୀବନରେ ଦୁଇଟି ନିୟମ ପଡ଼ିବା ଆଉ ଉଠିବା....
ଜୀବନର ଅସଲି ମଜା ତ ସେତେବେଳେ ଆସେ
ଯେତେବେଳେ ମଣିଷ ପଡିବା ପରେ ବି ଉଠିକି ଚାଲିବା ପାଇଁ ଚେଷ୍ଟା କରେ...
ଆଉ ଏଇ ଚାଲିବା ମଣିଷ କୁ କେବେ ହାରିବାକୁ ଦେଇ ନଥାଏ...
ବରଂ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସାହାର୍ଯ୍ୟ କରିଥାଏ..।
”
21
More oriya quote from Diptimayee Behera
Download StoryMirror App