Dipti Behera
Literary Lieutenant
14
ಪೋಸ್ಟ್\u200cಗಳು
0
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

I'm Dipti and I love to read StoryMirror contents.

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ

ନଦୀରେ ଯେତେ ପାଣି ଥାଉ, କିନ୍ତୁ ଡଙ୍ଗା ଭିତରର ପାଣି ହିଁ ଡ଼ଙ୍ଗା କୁ ବୁଡ଼େଇ ଥାଏ । ସେହିପରି ବାହାରର ପରିବେଶ ଯେତେ ଖରାପ ଥାଉ, ମଣିଷ ନିଜ ମନରେ ଥିବା ଅହଂକାର ଯୋଗୁ ହିଁ ବର୍ବାଦ ହୋଇଥାଏ ।

ଜୀବନରେ ଦୁଇଟି ନିୟମ ପଡ଼ିବା ଆଉ ଉଠିବା.... ଜୀବନର ଅସଲି ମଜା ତ ସେତେବେଳେ ଆସେ ଯେତେବେଳେ ମଣିଷ ପଡିବା ପରେ ବି ଉଠିକି ଚାଲିବା ପାଇଁ ଚେଷ୍ଟା କରେ... ଆଉ ଏଇ ଚାଲିବା ମଣିଷ କୁ କେବେ ହାରିବାକୁ ଦେଇ ନଥାଏ... ବରଂ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସାହାର୍ଯ୍ୟ କରିଥାଏ..।

ସୂର୍ଯ୍ୟ ଚାଲିଯାଏ ଅନ୍ଧକାର ଆସିଲେ, ପାପ କମିଯାଏ ପୁଣ୍ୟ କାମ କଲେ, ସ୍ବପ୍ନ ସରିଯାଏ ନିଦ ଭାଙ୍ଗିଗଲେ, ଝୁଣ୍ଟିବା କମିଯାଏ ଚାଲିବା ଶିଖିଗଲେ, ବ୍ୟସ୍ତତା କମିଯାଏ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲେ..।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್