STORYMIRROR

ଜୀବନର ଗୀତି...

“ ଜୀବନର ଗୀତି ପ୍ରଣୟେ ପଖଳା ପ୍ରୀତିରଙ୍ଗ ବର୍ଣ୍ଣାଳିରେ ନିଶବ୍ଦ ରାତ୍ରିର ନିର୍ଜନତା ସୁରେ ଆସ ହୃଦ ଗହନରେ, ଆତ୍ମାସାଥେ ପରମାତ୍ମା ତୁମେମୋର ଆସ ଦିବ୍ୟପ୍ରାଣ ଧାରେ ଚନ୍ଦନର ବାସ ଅଗୁରୁ ଲେପିତ ସୁବାସିତ ମୂର୍ଚ୍ଛନାରେ... ”

By Pranati Jena
 324


More oriya quote from Pranati Jena
1 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments