STORYMIRROR
...
"...
...
“
" ଜୀବନର ଚଲାପଥରେ ଆସୁଥିବା ଘୋର ଦୁଃଖ, ଦୁର୍ଦ୍ଦିନରେ ଯିଏ ପଛରେ ଶକ୍ତି ଆଉ ସାହସର ସ୍ତମ୍ଭ ହୋଇ ଠିଆ ହୋଇଥାନ୍ତି ସେ ହେଉଛନ୍ତି " ବାପା "। ଉପରେ ଶକ୍ତ ଆଉ ଭିତରେ ସ୍ନେହ,ଆଶିଷର ଧାରା ଝରଉ ଥିବା ମଣିଷଟିଏ ହେଲା " ବାପା "। ନିଜକୁ କଣ୍ଟା ଉପରେ ରଖି ସନ୍ତାନର ଚଲାପଥରେ ଯିଏ ଫୁଲ
ପାରି ଦିଏ ସେ ହେଉଛନ୍ତି ସେଇ ଚଳନ୍ତି ଠାକୁର " ବାପା "।ସେଇ ଠାକୁର ପାଦରେ ମୋର କୋଟି କୋଟି ଜୁହାର।"
”
70
More oriya quote from Namita Pal
Download StoryMirror App