l love to write. when I write any story or poem, I become a character of that content and visualize the whole content mentally , just like a movie😊
Share with friends" ଗତକାଲି ନୁହେଁ,ଯେଉଁଥିରେ ଦୁଃଖ ଓ ପଶ୍ଚାତାପ ଥାଏ ଆସନ୍ତାକାଲି ବି ନୁହେଁ,ଯିଏ କେବଳ ଚିନ୍ତାର ବୋଝ ମୁଣ୍ଡରେ ଥୋଇଦେବ। ଜୀବନର ଅନ୍ଯ ନାମ ବର୍ତ୍ତମାନ,ଏଇ ମୁହୁର୍ତ୍ତରେ ସୁଖ ଦୁଃଖ,ହସ ଲୁହର ଅନୁଭବକୁ ମନ ଭରି ଜିଁଇବା। "
" ଟଙ୍କା ପଇସା, ଧନସମ୍ପତ୍ତି ଅଥବା ଉଚ୍ଚ ପଦବୀ ତୁମ ଜୀବନର ସଫଳତାର ମାପଦଣ୍ଡ ନୁହେଁ, ପରନ୍ତୁ ଗୋଟିଏ ଶାନ୍ତି ଓ ଆନନ୍ଦରେ ପରିପୂର୍ଣ୍ଣ ଜୀବନ ହିଁ ସଫଳ ଜୀବନ"।
"Every pain dosen't come to wound you in your life, some come to teach you the lesson of " SELF LOVE " by caring yourself. "
" life is just a simple math of addition & subtraction but we make it complicated problem by adding too many formulas and never get any solution let it be easy in its own way ".
" ଜୀବନର ଚଲାପଥରେ ଆସୁଥିବା ଘୋର ଦୁଃଖ, ଦୁର୍ଦ୍ଦିନରେ ଯିଏ ପଛରେ ଶକ୍ତି ଆଉ ସାହସର ସ୍ତମ୍ଭ ହୋଇ ଠିଆ ହୋଇଥାନ୍ତି ସେ ହେଉଛନ୍ତି " ବାପା "। ଉପରେ ଶକ୍ତ ଆଉ ଭିତରେ ସ୍ନେହ,ଆଶିଷର ଧାରା ଝରଉ ଥିବା ମଣିଷଟିଏ ହେଲା " ବାପା "। ନିଜକୁ କଣ୍ଟା ଉପରେ ରଖି ସନ୍ତାନର ଚଲାପଥରେ ଯିଏ ଫୁଲ ପାରି ଦିଏ ସେ ହେଉଛନ୍ତି ସେଇ ଚଳନ୍ତି ଠାକୁର " ବାପା "।ସେଇ ଠାକୁର ପାଦରେ ମୋର କୋଟି କୋଟି ଜୁହାର।"
" When there are deep darkness everywhere, narrow but bright rays of hope enlighten the whole world of mine and arise new hopes in me. That's you my lord ,who tell me have faith on me.i will do every thing alright " - namita -