STORYMIRROR
ଜୀବନ...
ଜୀବନ ଯେବେ ତୁମେ...
ଜୀବନ ଯେବେ...
“
ଜୀବନ ଯେବେ ତୁମେ ମୋ ପାଇଁ ଦେବାକୁ ପ୍ରସ୍ତୁତ ହେବ
ସତ କହୁଚି ଏ ଜୀବନ ତୁମ ନାମରେ ହେବ
କିଏ କଣ କହିବ କାହିଁ ଶୁଣିବ
ଯେବେ ଇଚ୍ଛା ହେବ ତୁମେ ମତେ ଭଲ ପାଇବ
©️ରେଖାରାଣୀ ସାହୁ
”
25
More oriya quote from Rekharani Sahu
Download StoryMirror App