STORYMIRROR
ଜୀବନ...
ଜୀବନ ରେ ଆସିବା...
ଜୀବନ ରେ...
“
ଜୀବନ ରେ ଆସିବା ଦରକାର
ଦୁଃଖ ନିହାତି
ଦୁଃଖ ସମୟ ରେ ସମୟ
ଜଣାଇ ଦେବ
କିଏ ସେ ଆପଣା ପର
କହି ଦିଏଟି...
ସୁଖ ସାଥି ଏଇଠି ଅଟନ୍ତି ସଭିଏ
ଦୁଃଖ ର ଏଇଠି କେହି ନୁହଁନ୍ତି
କାମ ସରିଗଲେ ହାତ ଛାଡି ଦେବେ
ଏମିତି ବ୍ୟବହାର କରିବେ ସେମାନେ
ଯେମିିତୀ ଆପଣଙ୍କୁ
କେବେ ଜାଣି ନାହାନ୍ତି
”
99
More oriya quote from abismita Mishra
Download StoryMirror App