STORYMIRROR

ଜୀବନ ର...

ଜୀବନ ର ଚିରନ୍ତନୀ ସ୍ରୋତ ଟିଏ, ନିଶବ୍ଦ ଓଠ ର ପ୍ରଥମ ଶବ୍ଦ ଟିଏ,ସମର୍ପଣ ଓ ବିଶ୍ୱାସ ର ଅସୁମାରୀ ପୃଷ୍ଠାଟିଏ,ନୂତନ ପ୍ରଭାତ ର କୋମଳ ଗୁଞ୍ଜନ ଟିଏ.. "ମାଆ "

By Pranati Jena
 348


More oriya quote from Pranati Jena
1 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments