STORYMIRROR
ଜୀବନ...
ଜୀବନ କେବେ ବିତି...
ଜୀବନ କେବେ...
“
ଜୀବନ କେବେ ବିତି ଯାଇଥିବା କାଲିର ଅତୀତ,
ପୁଣି କେବେ ଆସନ୍ତା କାଲିର ଭବିଷ୍ୟତ।
ଜୀବନ କେବେ ବହି ଯାଉଥିବା ସମୟର ସ୍ରୋତତ,
ପୁଣି କେବେ ଶାନ୍ତ ସ୍ନିଗ୍ଧ ମଧୁର ବସନ୍ତ।
”
212
More oriya quote from Anil Pradhan
Download StoryMirror App