STORYMIRROR
ଜୀବନ ଜୀବିକା...
ଜୀବନ ଜୀବିକା...
ଜୀବନ ଜୀବିକା...
“
ଜୀବନ ଜୀବିକା ରହିଛି ରହିବ
ତୋର ମୁହଁ ଚାହିଁ ଚାହିଁ
ତୋ ବିନା ଅନ୍ଧାର ଦିଶେ ଲୋ ବନାନୀ
ଆନଗତି ଆଉ ନାହିଁ ।
ତୋ ପାଇଁ ଏ ଜୀବ ଲଗେଇଛି ଭାବ
ଧରି ତୋ ସ୍ନେହର ମଙ୍ଗ
ସାରା ଦୁନିଆରେ ବାଣ୍ଟୁଥା ଏମିତି
ଫୁଲ ଫଗୁଣର ରଙ୍ଗ ।
”
342
More oriya quote from Chinmay Behera
Download StoryMirror App