STORYMIRROR
ଜୀବନ ଜୀବିକା...
ଜୀବନ ଜୀବିକା...
ଜୀବନ ଜୀବିକା...
“
ଜୀବନ ଜୀବିକା ରହିଛି ରହିବ
ତୋର ମୁହଁ ଚାହିଁ ଚାହିଁ
କେନ୍ଦୁ ପତର ଲୋ ତୋ ପରିକା ସାଥି
ପାଖେ ମୋର କେହି ନାହିଁ ।
ସୁଖରେ ଦୁଃଖରେ ଭଲରେ ମନ୍ଦରେ
ତୁ ପରା ମୋହର ସାହା
ତୋ'ପରି ସତରେ ହେବେନିଲୋ କେହି
କହିବାକୁ ପଦେ ଆହା ।
@ଚିନ୍ମୟ
”
315
More oriya quote from Chinmay Behera
Download StoryMirror App