STORYMIRROR
ଜିଏ ସୃଷ୍ଟି...
ଜିଏ ସୃଷ୍ଟି...
ଜିଏ ସୃଷ୍ଟି...
“
ଜିଏ ସୃଷ୍ଟି କରିଛନ୍ତି
ସେ ଆଗକୁ ନେବେ
ଯିଏ ଏତେ ବାଟ ହାତ
ଧରି ଆଣି ଛନ୍ତୀ
ସେ ଆଗକୁ ବି ସାଥି ରେ
ବାଟ ଦେଖେଇ ଦେବେ
ଯିଏ ଦୁଃଖ ଦେଇଛନ୍ତି
ସେ ସୁଖ ବି ଦେବେ
ଯିଏ କଷ୍ଟ ଦେଇଛନ୍ତି
ସେ ମଲମ ବି ଲଗେଇ ଦେବେ
ତୁମେ ବିଶ୍ୱାସ ରଖ
ଈଶ୍ୱର ସବୁ ବୁଝିବେ
”
150
More oriya quote from abismita Mishra
Download StoryMirror App