Read #1 book on Hinduism and enhance your understanding of ancient Indian history.
Read #1 book on Hinduism and enhance your understanding of ancient Indian history.
ଝରଣା...

ଝରଣା 💐💐💐💐💐💐💐 କୂଳୁ, କୂଳୁ ଶବ୍ଦ ତୋହରି କୂଳରେ ଶୁଭୁଥାଏ ପ୍ରତି ଦିନ ତୋହରି ଜଳକୁ ଛୁଇଁଲା ମାତ୍ରକେ ପବିତ୍ର ହୁଏ ମୋ ମନ । ନୀଳ ,ନୀଳ ରଙ୍ଗେ ସୁନ୍ଦର ଦିସୁ ତୁ ଦେଉ ତୁ ଶୀତଳ ଛୁଆଁ ତୋହରି ଜଳକୁ ପାନ କରି ଦେଲେ ଶାନ୍ତ ହୁଏ ଏ ଦୁନିଆ ।

By Ansuman Swain
 253


More oriya quote from Ansuman Swain
23 Likes   0 Comments
24 Likes   0 Comments
27 Likes   0 Comments
16 Likes   0 Comments
12 Likes   0 Comments