STORYMIRROR
ଝରଣା...
ଝରଣା...
ଝରଣା...
“
ଝରଣା
💐💐💐💐💐💐💐
କୂଳୁ, କୂଳୁ ଶବ୍ଦ ତୋହରି କୂଳରେ
ଶୁଭୁଥାଏ ପ୍ରତି ଦିନ
ତୋହରି ଜଳକୁ ଛୁଇଁଲା ମାତ୍ରକେ
ପବିତ୍ର ହୁଏ ମୋ ମନ ।
ନୀଳ ,ନୀଳ ରଙ୍ଗେ ସୁନ୍ଦର ଦିସୁ ତୁ
ଦେଉ ତୁ ଶୀତଳ ଛୁଆଁ
ତୋହରି ଜଳକୁ ପାନ କରି ଦେଲେ
ଶାନ୍ତ ହୁଏ ଏ ଦୁନିଆ ।
”
316
More oriya quote from Ansuman Swain
Download StoryMirror App