Ansuman Swain
Literary Colonel
AUTHOR OF THE YEAR 2021 - NOMINEE

165
लेखन
109
फोल्लोवेर्स
5
फॉलोविंग

ହଟାତ୍ ଭାବେ ମୁଁ ହଟାତ୍ ଲେଖେ ମୋ ଲେଖାରେ ମୁଁ ଜୀବନ ଦେଖେ ।

मित्रांशी सामायिक करा

ଏ ଜନ ସମୁଦ୍ର ଆଜି ହା,ହା କାର ପ୍ରତି ମୁହୂର୍ତ୍ତ ଏଠି ଲାଗୁଛି ଡର କେବେ ମାଡ଼ିଆସି କଣ୍ଟକ ବନ ଲହୁ ଲୁହାଣ କରେ ଆମ ଶରୀର ...

ତୁ, ତା' ସମ୍ବୋଧନ କେତେ ଯେ ମଧୁର ଆପଣ ,ତମେରେ ନାହିଁ ତ ଆଦର  ସ୍ନେହ, ଶ୍ରଦ୍ଧା ଭରା ମନୁଷ୍ୟ ଜନମ   ଧରି  ବଞ୍ଚିଛି ଏହି ସବୁ କରମ ତନୁ ମନେ ଭରେ ଶାନ୍ତିର ଜୁଆର ସଭିଏଁ ଲାଗନ୍ତି କେତେ ଆପଣାର ।(୦)

ସାଗର କୂଳରେ ଆଉ ଏକ ସାଗର ମାରୁଅଛି ସଦା ଢେଉ ତାଙ୍କରି ଢେଉରେ ଜୀବନ ନୌକା କୂଳ ଲଂଘୁ ନାହିଁ ଆଉ ।

ସାଗର କୂଳରେ ଆଉ ଏକ ସାଗର ମାରୁଅଛି ସଦା ଢେଉ ତାଙ୍କରି ଢେଉରେ ଜୀବନ ନୌକା କୂଳ ଲଂଘୁ ନାହିଁ ଆଉ ।

ଝରଣା 💐💐💐💐💐💐💐 କୂଳୁ, କୂଳୁ ଶବ୍ଦ ତୋହରି କୂଳରେ ଶୁଭୁଥାଏ ପ୍ରତି ଦିନ ତୋହରି ଜଳକୁ ଛୁଇଁଲା ମାତ୍ରକେ ପବିତ୍ର ହୁଏ ମୋ ମନ । ନୀଳ ,ନୀଳ ରଙ୍ଗେ ସୁନ୍ଦର ଦିସୁ ତୁ ଦେଉ ତୁ ଶୀତଳ ଛୁଆଁ ତୋହରି ଜଳକୁ ପାନ କରି ଦେଲେ ଶାନ୍ତ ହୁଏ ଏ ଦୁନିଆ ।

ଏ ଜୀବନ ଏକ ନଦୀ ସ୍ରୋତ ଟିଏ ବହିଯାଏ ଦୁଃଖ ଜଳ ଜୀବନର ରାସ୍ତା ଭାରି ଅଙ୍କା ବଙ୍କା ଜଣା ପଡେ ନାହିଁ ବେଳ ।

ଯେଉଁ ବଚନ ନିଜକୁ କଷ୍ଟ ଦିଏ ସେଇଭଳି ବଚନ ଅନ୍ୟଙ୍କୁ ନ କହିବା ଉଚିତ୍ ! ଅଂଶୁମାନ ସ୍ୱାଇଁ ,ସରମଙ୍ଗା,ସଡଙ୍ଗ,କେନ୍ଦୁଝର ।

ଆହା କି ଆନନ୍ଦ ଏ ଜୀବନ ମୋର କରୁଛି ମୁଁ ସତ୍ୟର ଆଚାର ।

ନିଶ୍ୱାସ କୁ ପରା ବିଶ୍ୱାସ ନାହିଁ ହେ କେବେ ହୋଇଯିବ ଶେଷ ଦୁଃଖରେ ସୁଖରେ ବନ୍ଧା ଏ ଜୀବନ ଜଣେ କରନ୍ତି ପରିହାସ ।


फीड

लाइब्रेरी

लिहा

सूचना
प्रोफाइल