STORYMIRROR

ଜାଣିଥିଲି ସେ...

“ ଜାଣିଥିଲି ସେ ଅଦିନ ମେଘ ଦିନେ ସେ ନିଜରାସ୍ତା ବାଛିନେବ, ତଥାପି ଭିଜିଲି ଆଖି ବୁଜି ଦେଲି ସବୁ ବୁଝି ନ ବୁଝିବା ପରି । ତମାମ ବୟସକୁ ଜାଳିଦେଲି ଦୀପଟିଏ କରି ଆୟୁଷକୁ ଜଳାଞ୍ଜଳି ଦେଇ ନିଜ କବର ନିଜେ ଖୋଳିଲି । ସମୟ ତାଳରେ ଋତୁ ଯେ ବଦଳେ ମଣିଷ ବଦଳିବା ଦେଖିଲି । ସେ ତ ଫେରିଲା ଫଗୁଣ ଫେରିଲା ସେତେବେଳକୁ ମୁଁ ମୋ ଅସ୍ତିତ୍ୱ ହରେଇ ବସିଥିଲି। ✍️ବର୍ଷା ସ୍ୱାଇଁ ”

By Barsha Swain
 47


More oriya quote from Barsha Swain
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments