STORYMIRROR

ହୁତୁହୁତୁ...

“ ହୁତୁହୁତୁ ଜଳେ ଶବ ମଶାଣିରେ ତଥାପି ମଣିଷ ମନେ କାମନା, ମୃତ୍ୟୁକୁ ଆଗରେ ଦେଖି ଦେଖି ପୁଣି ଅପରକୁ ଦେଉଅଛି ଯାତନା, କୁହ ଏ କିପରି ଭାବନା, ନିଜ ଭାଗ୍ୟଡୋରି ଆନ ହାତେ ପୁଣି ଆନପ୍ରତି ହୀନମନା। ”

By Pranati Mahapatra
 283


More oriya quote from Pranati Mahapatra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments