STORYMIRROR

ହୋଇ...

ହୋଇ ଯାଆନ୍ତା କି ଏ ସାରା ଜଗତେ ସର୍ବେ ଜଣେ ଜଣେ କବି, ଲିଭି ଯାଇ ଦୁଃଖ ଘୁଞ୍ଚି ଅନ୍ଧକାର ଆସନ୍ତେ ନୂତନ ରବି , କବି ତ ଚିର ସବୁଜ ସୁନ୍ଦର ପ୍ରେମ ରାଇଜରେ ସ୍ୱପ୍ନ ଦେଖି ଦେଖି କବିତାରେ ଯାଆନ୍ତେ ଡୁବି । ପ୍ରଣତି

By Pranati Mahapatra
 58


More oriya quote from Pranati Mahapatra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments