STORYMIRROR
ହେ ସମୟ,
...
ହେ ସମୟ,
...
ହେ ସମୟ,
...
“
ହେ ସମୟ,
ତୁମେ ବହି ଯାଉଥିବା ସ୍ରୋତଟିଏ।
କେବେ ପୁଣି ମରୁ ମରୀଚିକା ଟିଏ।।
ହେ ସମୟ,
ତୁମେ ଧ୍ୱଂସର କରାଳ ରୂପଟିଏ।
କେବେ ପୁଣି ସୃଷ୍ଟି ପାଇଁ ସ୍ରଷ୍ଟା ଟିଏ।
ହେ ସମୟ,
ତୁମେ କାହା ବିଶ୍ୱାସରେ ବିଷ ଟିଏ।
କେବେ ପୁଣି ନିରାଶାର ଆଶାଟିଏ।।
”
29
More oriya quote from Anil Pradhan
Download StoryMirror App