STORYMIRROR
ହାତ ଧରି ନିଅ...
ହାତ ଧରି ନିଅ...
ହାତ ଧରି ନିଅ...
“
ହାତ ଧରି ନିଅ ଅଜ୍ଞାନ ଅନ୍ଧାରୁ
ତୁମେ ଜ୍ଞାନର ବଳୟ
ଅଜ୍ଞାନ ଦେଶର ଉତ୍ତପ୍ତ ସହରେ
ତୁମେ ଶୀତଳ ମଳୟ
💐💐
ଗୁରୁ ଦିବସର ଶୁଭ କାମନା
ବିଶ୍ୱର ସମସ୍ତ ଗୁରୁଙ୍କୁ ଦଣ୍ଡବତ
🙏🙏
”
31
More oriya quote from sasmita tripathy
Download StoryMirror App