STORYMIRROR
ହାରିଯିବି ପଛେ...
ହାରିଯିବି ପଛେ...
ହାରିଯିବି...
“
ହାରିଯିବି ପଛେ ଡରିବିନି ଜମା ଦେବି ଅନ୍ୟାୟ କୁ ଦୂରେଇ,
ଆସୁ ଯେତେ ଝଡ ମାଟି ମାଆ ପାଇଁ
ଦେବି ରକ୍ତ ସବୁ ବୁହେଇ,
ଓଡ଼ିଶାର ଓଡ଼ିଆ ସନ୍ତାନ ମୁହିଁ
ମରିଯିବି ମୁଣ୍ଡ ନଇଁବି ନାହିଁ।
ପ୍ରଣତି ମହାପାତ୍ର
ବାଲେଶ୍ବର
”
278
More oriya quote from Pranati Mahapatra
Download StoryMirror App