STORYMIRROR

ଗତକାଲି...

ଗତକାଲି ଅମାବାସ୍ଯାର ଅନ୍ଧାର ରାତିରେ ସମୁଦ୍ରକୂଳରେ ତୁମ ସହ ବିତାଇଥିବା ସେ ସ୍ବର୍ଗୀୟ ମୁହୂର୍ତ୍ତ କୁ ମୁଁ କେବେ ଭୁଲି ପାରିବିନି ମିତା... ମୋ ସହ? କିନ୍ତୁ ମୁଁ କାଲି ଏତେ ଥକି ଯାଇଥିଲି ଯେ ଖାଇସାରିବା ପରେ ହୋଟେଲରେ ସାରାରାତି ଶୋଇ ରହିଥିଲି। ଏ କଣ କହୁଛ!!ତେବେ ସେ କିଏ ଥିଲା ମୋ ସହ???

By Arabinda Rath
 197


More oriya quote from Arabinda Rath
2 Likes   0 Comments
2 Likes   0 Comments
5 Likes   2 Comments
3 Likes   1 Comments
1 Likes   0 Comments

Similar oriya quote from Horror