STORYMIRROR

ଗୋଟିଏ ମାଆର...

ଗୋଟିଏ ମାଆର କୋଟିଏ ସନ୍ତାନ ଗୋଟିଏ ମାଟିରେ ବଢୁଛେ ବଢିବା ଗୋଟିଏ ଆକାଶ ତଳେ, ସେହି ମାଟି ପାଣି ପବନକୁ ନେଇ ଜଗତ ସଂସାର ଚଳେ, ଭାରତୀ ଦାୟାଦ ସର୍ବେ ଆମେ ଭାରତୀୟ ଆମ ପରିଚୟ ଭାଇ ଭାଇ କାଳେ କାଳେ। ପ୍ରଣତି ମହାପାତ୍ର

By Pranati Mahapatra
 25


More oriya quote from Pranati Mahapatra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments