STORYMIRROR

ଘୋ ଘୋ ଗରଜନ...

ଘୋ ଘୋ ଗରଜନ କେବେ ପୁଣି ସାଗରର ନିର୍ଜନ ବେଳାରେ ସକାଳର ସୁନେଲି କିରଣ ଅବା ଜହ୍ନର ସେ ତୋଫା ଆଲୁଅରେ । କେବେ ପୁଣି ଗହୀର ମଥାର ସେଇ ଘନଘୋର ତମସାକୁ ଛୁଇଁ ତୁମେ ଆସ କଛପ ହେ ନିଃଶବ୍ଦରେ ଅଣ୍ଡା ଦେବା ପାଇଁ । @ଚିନ୍ମୟ

By Chinmay Behera
 321


More oriya quote from Chinmay Behera
0 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments