STORYMIRROR

ଦୁଇଟି...

ଦୁଇଟି କ୍ଷେତ୍ରରେ ମଣିଷ ନିରବ ହେଇଯାଏ ପ୍ରଥମଟି ହେଲା... ଯୋଉଠି ମଣିଷର ଉଚ୍ଚାରଣ ପରେ ମଧ୍ୟ୍ୟ ତା କଥାର ମୂଲ୍ୟ ରୁହେନି. ଦ୍ୱିତୀୟରେ... ମଣିଷର ଉଚ୍ଚାରଣ ବିନା ମଣିଷର ମନକୁ ପଢ଼ି ପାରୁଥିବା ମଣିଷଟିଏ ଯଦି ତା ପାଖରେ ଥାଏ.

By Sasmita Mohanty
 102


More oriya quote from Sasmita Mohanty
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Inspirational