STORYMIRROR

ଦୁଃଖି ଜନ...

ଦୁଃଖି ଜନ ଦୁଃଖ ଦେଖି ଯା'ର ଆଖି କଇଁକଇଁ କାନ୍ଦେ ବିକଳ ହୋଇ ଗରିବର ଦୁଃଖ ଦେଖି ନପାରଇ ଯାଉଥାଏ ଭରା ନଦୀକୁ ଡେଇଁ ଦୁଃଖ ଯା'ର ଆଗେ ମଥାନତ କରେ ଉତ୍କଳରମଣି ଅଟଇ ସେଇ

By Manorama Hati
 82


More oriya quote from Manorama Hati
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments