STORYMIRROR
ଦୁଃଖ...
ଦୁଃଖ କମିଯାଏ ଭାଗ...
ଦୁଃଖ କମିଯାଏ...
“
ଦୁଃଖ କମିଯାଏ ଭାଗ କରିନେଲେ,
ରାଗ କମିଯାଏ ପ୍ରକୃତ ଭଲ ପାଇବା ଥିଲେ,
କଷ୍ଟ ବଢିଯାଏ ଯଦି କେହି ନିଜର ଲୋକ ଭୁଲ ବୁଝିଲେ,
ଆଉ ହୃଦୟ ଭାଙ୍ଗିଯାଏ କେହି ଜାଣି ଜାଣି ଆଘାତ ଦେଲେ 💔 !!
”
21
More oriya quote from ସୁମନ୍ତ ସାହୁ
Download StoryMirror App