addiction in Photography,Poem writing, Singing, Dancing, Exploring place, Solo travelling
Share with friends
ଦୁଃଖ କମିଯାଏ ଭାଗ କରିନେଲେ, ରାଗ କମିଯାଏ ପ୍ରକୃତ ଭଲ ପାଇବା ଥିଲେ, କଷ୍ଟ ବଢିଯାଏ ଯଦି କେହି ନିଜର ଲୋକ ଭୁଲ ବୁଝିଲେ, ଆଉ ହୃଦୟ ଭାଙ୍ଗିଯାଏ କେହି ଜାଣି ଜାଣି ଆଘାତ ଦେଲେ 💔 !!
ଜୀବନରେ ମୁଠାଏ ଯନ୍ତ୍ରଣାର ଆବଶ୍ୟକତା ନିହାତି ଦରକାର । କାରଣ ଏ ଜୀବନ ବଞ୍ଚିଛି ନା ସମ୍ପୂର୍ଣ୍ଣ ମରିଯାଇଛି ତାର ଅନୁଭବଟା ଆଣି ଦିଏ !!
ଜୀବନରେ ତ ଆମେ ସମସ୍ତେ ଭୁଲ କରିଥାଉ , ହେଲେ ପ୍ରକୃତ ମଣିଷ ପଣିଆର ପରିଚୟ ତ ଭୁଲର ପରବର୍ତ୍ତୀ ସମୟରେ ଜଣା ପଡିଥାଏ ! କିଏ ସଠିକ ଆଉ କିଏ ଭୁଲ !!